ବାସୁଦେବପୁର ଆରତି ଆଲମାରୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ; କାରଣ ଅସ୍ପଷ୍ଟ

ବାସୁଦେବପୁର : ବାସୁଦେବପୁର ବ୍ଲକ ରୋଡରେ ଥିବା ଆରତି ଆଲମାରୀ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ସହ ପୁଲିସ ଓ ସ୍ଥାନୀୟ ଯୁବଗୋଷ୍ଟୀ ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି ।

Leave a Reply

Your email address will not be published. Required fields are marked *