ଭାରତ ବର୍ଷର ମନ୍ତ୍ରୀ ମୁହଁ ଖୋଲନ୍ତୁ , ସୋରୁପ ନିଜକୁ କାଢୁ ନଭାବନ୍ତୁ, ମାନସଙ୍କ ହାରିବା ପାଇଁ ଦାଇ କିଏ ମାନସ ଯାଣନ୍ତୁ ?

ଆନ୍ଦୋଳନ ବ୍ୟୁର : ବାଲେଶ୍ବରରେ ଉପ ନିର୍ବାଚନ ଶେଷ ହେଲା। ରବିନ୍ଦ୍ର ଜେନା ତାଙ୍କ କରାମତି ଦେଖେଇଲେ , ଜୀବନ ବାବୁ ନିଜ ଗାତରେ ପଡି ଶେଷ ହୋଇଗଲେ। ଏସବୁର ମୁଳଥିଲେ ମଙ୍ଗୁ ଦତ୍ତ ବା ମଦନ ମୋହନ ଦତ୍ତ , ତାଙ୍କର ଅକାଳ ବିୟୋଗ ପାଇଁ ନିର୍ବାଚନ ହେଲା , ନିର୍ବାଚନରେ ଲାଭ ସ୍ବରୂପ ଦାସ ପାଇଲେ ଯିଏ କେବେବି ଦୁଇପ୍ରହରେ ମଧ୍ୟ ସ୍ବପ୍ନଦେଖି ନଥିଲେ ବିଧାୟକ ହେବେ ବୋଲି , ଚାଉଳ ବେପାର ଓ ରେଳ ଠିକାଦାରିରେ ସିଏ ସିମିତ ଥିଲେ ଯଦିବା କାଉନ୍ସିଲର୍ ଜିତିଥିଲେ କିନ୍ତୁ ଗୋଟିଏ ନାଳବି ନିଜ ୱାର୍ଡରେ କରିନାହାନ୍ତି ସେଥିପାଇଁ ତାଙ୍କ ୱାର୍ଡ ଲୋକ ତାଙ୍କୁ ଛି ଛାକର କରନ୍ତି। ସିଏ ଜିତିଗଲେ ବୋଲି ନିଜକୁ କାରଧାନିଆ ଭାବିଲେ ହେବନି କେବଳ ରବିନ୍ଦ୍ର ଜେନାଙ୍କ ଆଶ୍ରିବାଦ ପାଇଁ ଓ କଂଗ୍ରେସର ବେପରୁଆମି ପାଇଁ ଜିତିଛନ୍ତି। ଏମିତି କହିଲେ ମାନସ ପ୍ରକୃତରେ ଜିତିଛନ୍ତି। ୩୦ ଛୁଇଁ ନଥିବା ଗୋଟେ ଛୋଟ ଛୁଆ ଡର୍ଜନ ଡର୍ଜନ ମନ୍ତ୍ରୀ ବିଧାୟକଙ୍କୁ ନାକରେ ପାଣି ପିଆଇ ଦେଲା। ସତକଥା ହେଉଛି ବେଜିପି ଦଳ ଭିତରେ ସିପ୍ରା ମାଡାମ  , ପର୍ଶୁ ଓ ଗୈରାଙ୍ଗ ବାବୁ  , ଏବଂ ବିଜେପି ଜିଲ୍ଲା ସଭାପତି ବିଧାୟକ ପ୍ରାର୍ଥି ହେବାକୁ ଆଶା ରଖିଥିଲେବି ବିଜେପି, ପ୍ରାର୍ଥି କଲାନି ଯେଉଁଥି ପାଇଁ ଜିଲ୍ଲାସଭାପତିଙ୍କୁ ଛାଡିଲେ ଆଉ କେହି ପ୍ରଚାରକୁ ଭଲସେ ଆସିଲେନି। ବିଜେପିର ସଚୋଟ ନେତା ଖାରବଳ ଶ୍ବାଇଁଙ୍କୁବି ଭାରତର ମନ୍ତ୍ରୀ ଗୁରୁତ୍ବ ଦେଲେନି କିନ୍ତୁ କିଏ ମାନି ପାରେ ନମାନି ପାରେ ବାଲେଶ୍ବରରେ ଖାରବଳ ବାବୁଙ୍କର ଗୋଟେ ଶ୍ବତନ୍ତ୍ରତା ଅଛି ଆଜିବି ଲୋକତାଙ୍କୁ ଭଲ ପାଆନ୍ତି ଭାରତର ମନ୍ତ୍ରୀଙ୍କ ଠାରୁ ଅଧିକ ା ତେବେ ସବୁପରେ ବିଜେପିର ସବୁନେତାଙ୍କୁ ଏକଜୁଟ କରିବାରେ ଭାରତର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଫଳ ହେଲେ। ଯେଉଁଥି ପାଇଁ ମାତ୍ର ୭ହଜାର ଭୋଟ ପାଇଥିଲେ ଜିତିବା ଭଳି ପରିସ୍ତିତି ଥିଲେବି ମାନସ ବାବୁ ହାରିଗଲେ। ଏଥିପାଇଁ ନିଜକୁ କଣ ଦାଇକରିବେନି ଅହଙ୍କାରି ନେତା ତଥା ଭାରତର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତେବେ ଏଠି ସିଧାକଥା ମାନସଙ୍କ ହାରିବା ପାଇଁ କଉଠିନା କଉଠି ଭାରତର ମନ୍ତ୍ରୀ ଦାଇ ହେବେ ଯାହାଙ୍କୁ ଉପରେ ଥାଇ ମେଞ୍ଚା ମେଞ୍ଚା ଅଭିଶାପ ଦେଉଥିବେ ମଙ୍ଗୁଭାଇ। କିନ୍ତୁ ଗୋଟେ କଥା ବିଜେପିର କନ୍ଦଳ ଗୋଟେ ବାପଛେଉଣ୍ଡ ଛୁଆକୁ ନାରାଶା କରିଦେଲା ା ବାପଛେଉଣ୍ଡ ଛୁଆର ରାଜନୈତିକ ଭବିଶ୍ୟତକୁ ଧୂଳିଶାତ କରିଦେଲା ା ଏ ପାଇଁ ଦାଇ କୁଆଡେ ଲୋକକୁହନ୍ତି ଭାରତର ମନ୍ତ୍ରୀ , ସତକି ମିଛ ଲୋକକହିବେ ଏବଂ ମାନସ ବାବୁ ବୁଝିବେ ଆମେ ଯାହା ଶୁଣିଲୁ ଦେଖିଲୁ ତାହା ପଢେଇବୁ , ଜଣେଇବୁ ବାସ ା

Leave a Reply

Your email address will not be published. Required fields are marked *