ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଯାଜପୁର: ଯାଜପୁର ପାଣିକୋଇଲି ଥାନା ରଣପାଳ ଗାଁ ବେଲଗାଡ଼ିଆରେ ଅଘଟଣ। ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ବରଣ କରିଥିବା ଜଣାପଡ଼ିଛି  । ମୃତକ ଜଣକ ହେଲେ ପବନା ହାତୀ । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ବୋହୁ ରୁପା ହାତୀ ଫେରାର ଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *