ଜଳେଶ୍ବର : ରାଜନୀତିର ଲଡୁ ଯୋ ନେଇ ଖାୟା ପସ୍ତାୟା ଜୋ ଖାୟା ଓୋ ପରିବାରକୁ ଖିଲାୟା I ରାଜନୀତିର ଅନ୍ୟନାମ ଏବେ ଡକାୟତି , ୧୦ଲଖ୍ୟ ଖର୍ଚକଲେ ୧କୋଟି ରାେଜଗାର I ଏ ସୁଯୋଗ କିଏ ଛାଡନ୍ତା ବା କେମିତି ଛାଡନ୍ତା I ତେବେ ଥରେ ସରପଞ୍ଚ ହେଲେ ପରେ କେମିତି ଛୁଆପିଲା ମାଇପ ରାଜନୀତିକୁ ଆସିବେ ସେଥିପାଇଁ ଲାଗିପଡନ୍ତି ଚେଡିନେତା ମାନେ I ପୂର୍ବରୁ ଜଣେ ବିଧାୟକ ହୋଇବି ଜେତିକି ରୋଜଗାର କରୁନଥିଲେ ଏବେ ଜଣେ ଓ୍ବାର୍ଡ ମେମ୍ବର ସେତିକି ରୋଜଗାର କରୁନ୍ତି I ଏକଥା ଗାଁର ଜେକୈଣସି ଛୋଟପିଲାଟିକୁ ପଚାରିଲେ ସେ କହିଦେବ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ମାଇପେ ସରପଞ୍ଚ ଘଇତାଙ୍କୁ ଛାଡିଥିବା ବେଳେ ଅନେକ ସ୍ଥାନରେ ଲୁଭ ଶହି ନପାରି ଘଇତା ମାଇପେ ଉଭୟ ପ୍ରର୍ଥୀ I ଅବଶ୍ୟ ଏମାନେ ଡାଇଲଗ ମାରନ୍ତି ଆମେ ସେବା କରିବୁ , କି ବାଳ ସେବା ସିଏ କରନ୍ତି ତାହା ସମସ୍ତଙ୍କୁ ଜଣା । ବ୍ଲକର ଜଣେ ଦୁଇଜଣ ସରପଞ୍ଚଙ୍କୁ ଛାଡିଲେ ଆଉ ଅଧିକାଂସ ଠିକାଦାର ଯାହାଙ୍କୁ କୁହାଯାଏ ଠକାଦାର , ମାନେ ସରକାରୀ ଟଙ୍କା ଗାଣ୍ଡିମାରିକି ଖାଇବା ଲଖ୍ୟରେ I ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସେମିତି କିଛି ଦ୍ରୁଶ୍ୟ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ କୋଟସାହି ପଞ୍ଚାୟତରେ ଦେଖିବାକୁ ମିଳିଛି । ଗୋଟିଏ ପଟେ ନିଜର କ୍ଷମତା ହାତେଇବା ପାଇଁ ନିଶା ଘାରିଥିବା ଦୁଇ ଦୁଇଟି ପଞ୍ଚାୟତରେ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ସ୍ତ୍ରୀ ମଂଜୁବାଳା ପ୍ରଧାନ ସରପଞ୍ଚ ପ୍ରାର୍ଥୀ ହୋଇ ପଞ୍ଚାୟତକୁ ଦଖଲ କରିବା ପାଇଁ ଜୋରଦାର କସରତ ଚଳାଇଛନ୍ତି । ତାମାନେ ଜିତିଲେ ଡବଲ ଇଞ୍ଜିନ ଚାଲିବ ସ୍ତ୍ରୀ ସରପଞ୍ଚ ହେଲେ ସ୍ବାମିର ରାଜୁତି ନିଜେ ସମିତି ସଭ୍ୟହେଲେ ଆଉ ସେଣିକି ଯାହା ହେବ I ଇଏ ସେଇ ବ୍ରଜବାବୁ ଯାହାଙ୍କ ଦୁର୍ନୀତିର ଛବିବହୁଥର ଦେଖିବାକୁ ମିଳିଛି ବହୁଅଭିଯୋଗ ହୋଇଛି I ତେବେ ଭୋଟର ସଚେତନ ହୁଅନ୍ତୁ ନହେଲେ ନେଡିଗୁଡ କହୁଣିକୁ ବୋହିଜିବ ଖାଲି ଅଭିଯୋଗହେବ ସିନା ତଦନ୍ତ ବାଟବଣା ହୋଇଜିବ ଆଉ ଏ ବ୍ରଜବାବୁଙ୍କ ଭଳି ଲୋକ କୋଟିପତି ହେବେ I
