ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର

ପୁରୀ : ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର । ଟ୍ୱିଟ୍‌ କରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ କହିଛନ୍ତି, କଳାପାହାଡ଼ ମାନସିକତା ଓ ଅହଂଙ୍କାର ଛାଡ଼ନ୍ତୁ ରାଜ୍ୟ ସରକାର ।

ଓଡ଼ିଶାର ଐତିହ୍ୟକୁ ଧ୍ୱସ କରିବାରେ ଲାଗିଛନ୍ତି ବର୍ତ୍ତମାନର ସରକାର । ମାନ୍ୟବର ହାଇକୋର୍ଟ ମଧ୍ୟ ନିଜ ରାୟରେ ଉଲ୍ଲେଖ କରିଛନ୍ତି, ନିର୍ମାଣ କାମ ସମୟରେ ଐତିହ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *