ନୀଳଗିରି : ମୁଁ ବଦଳାଇବାକୁ ଚେଷ୍ଟା କରୁଛି , କେସ ଗୋଟେ ବଡ କଥା ନୁହଁ । ଏଠି ବୁଝିହେଉନି ନୀଳଗିରି ବିଧାୟକ କଣ ୟୁପି ସ୍କୁଲ ମାଷ୍ଟ୍ର ପିଲାଙ୍କୁ ବଦଳାଇଲା ଭଳି ଇଏ ଜେଇଙ୍କୁ ବଦଳାଇବେ । ସିଏ ଭୁଲ କରିଛନ୍ତି ଆପଣ ଭିଜିଲାନ୍ସରେ କେସ କରିବେ ସେ ଦଣ୍ଡ ପାଇବେ ! ତାହା ନକରି ବିଧାୟକ ମହୋଦୟ ଧମକେଇବେ ନହେବା କାମ କରାଇ ରାଜନୀତି କରିବେ । ଜଦି ଗତକାଲି କିଛି ଭୁଲ ନଥିଲା ବିଧାୟକଙ୍କର ଆଜି କାହିଁକି ପ୍ରେସମିଟ କଲେ ? ପ୍ରେସ ମିଟରେ କଣ କହିଲେ ? ମୋ କଥା ସେମିତି । ସେଇଟା ଘରେ କହିବେ , ବାହାରେ କହିଲେ ଲୋକ ଅଭଦ୍ର ବୋଲି କହିବେ ା ଘୋଡାର କଣ ଅଛି ସେଇଟା କି କାମରେ ଆସେ ସେଟା ସମସ୍ତଙ୍କୁ ଜଣା ତାମାନେ ନୁହଁ ରାସ୍ତା ଘାଟରେ ଯାହାକୁ ପାରି ତାକୁ କହିବେ ଘୁଡା ଡ୍ୟାସ । ଅଭଦ୍ରାମି ଅଭଦ୍ରାମି ଘରେ ହଉକି ବାହାରେ । ତୁମେ କିଏ ଭିଜିଲାନ୍ସ ନାମକହି ଧମକାଇବାକୁ ? ସେ ଅଧିକାର ଦେଲା କିଏ ? ଆଜି କଣନା ବଦଳାଇବାକୁ ଚେଷ୍ଟା କରୁଛି ତୁମେ କିଏ ବଦଳାଇବାକୁ ତୁମେ କଣ କୋର୍ଟ ? ଏଇଟାକୁ କେବଳ ଗାଲୁଆମି କୁହାଯାଏ ନହେଲେ ଖସିବା ପାଇଁ ସଫେଇ । ମୁଁ ଇଞ୍ଜିନିୟର ଥିଲି , କଣ କରିଥିଲ ତାର ନଥି ଖୋଲିଲେ ଜଣାପଡିବ ା
