ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ

କେନ୍ଦୁଝର : କେନ୍ଦୁଝର ଭିଜିଲାନ୍ସ ଜାଲରେ ପଡ଼ିଲେ ବୃଢିକାପୁଡି ଗ୍ରାମପଞ୍ଚାୟତର ଜିଆରଏସ ନିରାକାର ମାହାନ୍ତ । ଏମଏନ୍ଆରଏସ କାମ କରିବାକୁ ଜବକାର୍ଡ ନାଁରେ ରେଜିଷ୍ଟେସନ ପାରମେନ୍ଟ ମିତ୍ରଭାନୁ ମହାନ୍ତଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଛନ୍ତି ।

ତାଙ୍କ ଠୁ କେମିକାଲ ବୋଳା ଦୁଇ ହଜାର ଟଙ୍କା ଜବତ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଅନ୍ୟପଟେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇ ଦିଆଯାଇଛି ଜିଆରିଏସ କହିଛନ୍ତି ।

Leave a Reply

Your email address will not be published. Required fields are marked *