ଅପହରଣ ମାମଲାରେ ଯୁବକ ଗିରଫ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଗୋଧିନାଳୀ ଗ୍ରାମରୁ ଗତ ୧୨ ତାରିଖ ଅପହୃତ ହୋଇଥିବା ଜଣେ ନାବାଳିକାକୁ ପାଟଣା ଆରକ୍ଷୀ ଅଧିକ୍ଷକ ଗତକାଲି ମୟୂରଭଞ୍ଜ ଜିଲା ଯଶିପୁର ଥାନା ବାଟଖଣ୍ଡଗଣ୍ଠି ଗ୍ରାମରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକକୁ ଧରିଥିଲା। ଆଜି ସଂପୃକ୍ତ ନାବାଳିକା ଓ ଅପହରଣକାରୀର ଡାକ୍ତରୀ ମାଇନା କରାଯିବା ପରେ ପକ୍ସୋ ଆଇନରେ ଯୁବବାଟଖଣ୍ଡ ଗଣ୍ଠି ଗ୍ରାମର ଲିପୁନ ରଣା (୨୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *