ସତ୍ୟ ନା ଅସତ୍ୟ ପର୍ଦାଫାସ କରିବେ ଡାକ୍ତର ସସାଙ୍କ ଚୈଧୁରି : ସିଡିଏମଓ କହିଲେ ରପୋର୍ଟପରେ କାର୍ଯ୍ୟାନୁଷ୍ଠାନ  

ସୋର : ସୋର ଡାକ୍ତର ଖାନାରୁ ଏକ୍ସରେ ମେସିନ ଚୋରି ହୋଇଯାଇଥିଲା ବେଳେ ସତ୍ୟନାୟକ ଯାଣି ନିରବ ରହିବା ପରୋଖ୍ୟରେ ସେ ହିଁ ମେସିନ ବିକି ଦେଇଥିବା ବା ବିକ୍ରିରେ ସାମିଲ ଥିବା ନେଇ ଖବର ପ୍ରସାରଣ ହୋଇଥିଲା I ପରେ ଏ ବାବଦରେ କିଛି ବିଶେଷ ଶୁତ୍ରରୁ ଯାଣିବାକୁ ମିଳିଥିଲା ଏଇ ମେସିନ ଏକ ମେଡିସିନ ଷ୍ଟୋରକୁ ବିକ୍ରି କରାଯାଇଛି I ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ସୋର ମେଡିକାଲର ଦିର୍ଘଦିନଧରି ଆସ୍ଥାନ ଜମାଇ ଥିବା ଡାକ୍ତର କମ ବେପାରି ସତ୍ୟ ନାୟକ କୈଣସି ସନ୍ତୋସ ଜନକ ଉତ୍ତର ରଖିପାରି ନଥିଲେ I ବରଂ , ଭାଙ୍ଗି ଯାଇ ଇଆଡା ସେଆଡେ ପଡିଥିବା କିଛି ଗଣ ମାଧ୍ୟମ ପ୍ରତିନିଧୀଙ୍କୁ ମିଛ କହିଥିଲେ I ଅନ୍ୟପଟେ କିଛି ନେତାଙ୍କ ଗୁଡ ହାତ ତଳେ ପଡି ନିଜ ସୁରଖ୍ୟାର ଭିକ ମାଗୁଥିବା ଶୁଣିବାକୁ ମିଳିଛି କିନ୍ତୁ ସାଧାରଣ ଲୋକଙ୍କ ଟଙ୍କାରେ ଥିବା ମେସିନକୁ ବିକିଲେ କଓ ଶଳା ଭାଡୁଆ ନେତାର ଦମ ନାହିଁ ସେ ସୁରଖ୍ୟା ଦେଇଦେବ I ଯାହା ହେଉ ବିଳମ୍ବ ହେଉମଧ୍ୟ ବାଲେଶ୍ବର ସିଡିଏମଓ ଏ ସମସ୍ତ ଘଟଣା ଯାଣିବା ପରେ ଏକ ତଦନ୍ତ ନିର୍ଦେଶ ଦେଇଛନ୍ତି ଯାହାର ତଦନ୍ତ ଭାର  ନେଇଛନ୍ତି ଡାକ୍ତର ସସାଙ୍କ ଚୈଧୁରି I ଏଇ ତଦନ୍ତ ରିପୋର୍ଟ ଆସିଲା ପରେ ଚୋରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ I ଆଶା ଡାକ୍ତର ସସାଙ୍କ ବାବୁ ଏଇ ଡକାୟତ ମାନଙ୍କ ଏକ୍ସରେ ମେସିନ ଚୋରିର ସମସ୍ତ ସଡଜନ୍ତ୍ର ବାହାରକୁ ଆଣିବେ I ନହେଲେ ଲୋକ ଭିଜିଲାନ୍ସ କିମ୍ବା କୋର୍ଟକୁ ଜିବାକୁ ବାଧ୍ୟ ହେବେ I

Leave a Reply

Your email address will not be published. Required fields are marked *