ପୁରୀ : ପୁରୀ କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଲାଗିଛି ବିରାଟକାୟ ଟ୍ୟାଙ୍କର୍ । ଗବକୁଣ୍ଡ ଓ ସାନପାଟଣା ମଝିରେ ଥିବା ବିଲୁଆମାରୀ ମୁହାଣରେ ୨ ଦିନ ହେବ ଟ୍ୟାଙ୍କରଟି ଲାଗିଛି । ଫଳରେ ସ୍ଥାନୀୟ ଲୋକେ ଏହାକୁ ଦେଖି ଭୟବିତ ଅବସ୍ଥାରେ ଅଛନ୍ତି । ପୂର୍ବରୁ ଖିରିସାହି ନିକଟରେ ଲାଗିଥିଲା ଭାଲେସାଆ ଜହାଜ।
Your email address will not be published. Required fields are marked *
Comment *
Name *
Email *
Website