ବେଆଇନ ଗହମ ଅନଲୋଡିଂ

କଟକ : ବେଆଇନ ଗହମ ଅନଲୋଡିଂ ନେଇ ଜଗତପୁର ଥାନାରେ ମାମଲା । ରାଞ୍ଚି ଗୋୟଲ ଆଗ୍ର କମ୍ପାନୀରୁ ୨୫ ଟନ୍ ଗହମ ଭୁବନେଶ୍ବର ଜଗନ୍ନାଥ ରାଇସ୍ ମିଲରେ ପହଁଚିବା ପରିବର୍ତ୍ତେ ଜଗତପୁର ଧ୍ରୁବ ଅଟା ମିଲ୍ ରେ ବେଆଇନ ଅନଲୋଡିଂ ହୋଇଛି। ଡ୍ରାଇଭର ଶିଖରପୁରରେ ଟ୍ରକ୍ ଛାଡି ଫେରାର । ଟ୍ରାନ୍ସପୋର୍ଟର ପକ୍ଷରୁ ଥାନାରେ ମାମଲା । ତେବେ ପୋଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ। ଏଥିରେ ବଡ଼ ଧରଣର ରାକେଟ୍ ସାମିଲ ଥିବା ସନ୍ଦେହ ।

Leave a Reply

Your email address will not be published. Required fields are marked *