ଦୋକାନରୁ ମିଳିଲା ମୃତଦେହ

ସମ୍ବଲପୁର : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଦୋକାନରୁ ମିଳିଲା ମୃତଦେହ । ସମ୍ବଲପୁର ଚର୍ଚ୍ଚ ଛକ ରାଧିକା ହ୍ୟାଣ୍ଡଲୁମ୍‌ ଦୋକାନରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଚର୍ଚ୍ଚ ଛକ ରାଧିକା ହ୍ୟାଣ୍ଡଲୁମ ଦୋକାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣଙ୍କ ବାହାଲପଡ଼ାର ଅମରଜିତ ଠାକୁର ବୋଲି ଜଣାପଡିଛି । ସେ ଜଣେ କାର୍ପେଣ୍ଟର ଭାବେ କାର୍ଯ୍ୟ କରୁଥିଲେ । ତେବେ ସିପ୍ଟ ହେଉଥିବା ରାଧିକା ହ୍ୟାଣ୍ଡଲୁମ ଭିତରେ ତାଙ୍କର ମୃତଦେହ ପଡିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହା ସହିତ ସାଇଣ୍ଟିଫିକ୍‌ ଟିମ୍‌

Leave a Reply

Your email address will not be published. Required fields are marked *