ତରକାରୀ କଡେଇରେ ପଡିଗଲେ ପ୍ରଥମ ଶ୍ରେଣୀ ଛାତ୍ରୀ

ମୟୂରଭଞ୍ଜ : ତରକାରୀ କଡେଇରେ ପଡିଗଲେ ପ୍ରଥମ ଶ୍ରେଣୀ ଛାତ୍ରୀ ।  ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ତରକାରୀ କଡେଇରେ ପଡିଗଲେ ପ୍ରଥମ ଶ୍ରେଣୀ ଛାତ୍ରୀ । ଗୁରୁତର ଅବସ୍ଥାରେ ବାଘଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ । ଡାହାଣ ହାତ, ପେଟ ଓ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ପୋଡି ଯାଇଥିବା ସୂଚନା । ମୟୂରଭଞ୍ଜ ଶୁଳିଆପଦା ବ୍ଲକ ବାଘଡ଼ା ବିଦ୍ୟାଳୟରେ  ଅଘଟଣ । ତେବେ ଏହା ଏମିତି କିପରି ହେଲା ତାହା ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *