ଇସ୍ତଫା ଦେଲେ ସଂଜୀବ ସାହୁ

ଅନୁଗୋଳ  : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଂଜୀବ ସାହୁ ବିଜେଡି ରୁ ଇସ୍ତଫା ଦେଇଛନ୍ତି। ସେ ବୁଧବାର ତାଙ୍କର ଇସ୍ତଫା ପତ୍ର ଦଳ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ ସଂଜୀବ ସାହୁ ବିଜେଡିରୁ ମୋଟ ୪ ଥର ବିଧାୟକ ଭାବେ ଜିତିଥିଲେ। ସେ ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକ ବିଧାନସଭା ଆସନରୁ ୨ ଥର ଜିତିଥିଲେ। ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ । ଗତ ନିର୍ବାଚନରେ ବିଜେଡି ସଂଜୀବ ସାହୁଙ୍କୁ ଟିକେଟ ଦେଇନଥିଲା।

Leave a Reply

Your email address will not be published. Required fields are marked *