ବଦନାମ ହେଲି ତୋରି ପାଇଁ : ବର୍ଷା ଅନୁଭବଙ୍କ ପ୍ରେମ ଦିଖଣ୍ଡ

କଟକ: ବଦନାମ ହେଲି ତୋରି ପାଇଁ ଏବେ ହୁଏତ ଏ ଡାଇଲଗ ମାରିବାରେ ଅନୁଭବଙ୍କ ପାଇଁ କୈଣସି ଅସୁବିଧା ନାହିଁ ା ବହୁନେତାଙ୍କ ରାଜନୈତିକ ଭବିଶ୍ୟତ ନିଜପରିବାର ପାଇଁ ଜାଳି ପୋଡି ଛାର ଖାର ହୋଇଯାଇଥିବାର ନଜିରା ଅଛି ା ସେଇତାଲିକାରେ ଏବେ ବୋଧେ ଅଭିନେତାରୁ ନେତା ସାଜିଥିବା ଅନୁଭ ଯୋଡି ହୋଇଜିବେ ା ରିଲର ନାଇକା ବର୍ଷା ପ୍ରିୟଦର୍ଶନିଙ୍କୁ ଜୀବନସାଥୀ ଭାବେ ବାଛିନେଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ା ବେଶ କିଛିଦିନ ଠିକ୍ ଠାକ ସଂସାର ଚାଲିଥିଲା ା ଏବେ ବର୍ଷା କୁଆଡେ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା  କଟକ ଏସଡ଼ିଜେଏମ୍ ଅଦାଲତରେ ରୁଜୁ କରିଛନ୍ତି  ଯାହାର ଶୁଣାଣି ଆସନ୍ତା ୭ ତାରିଖରେ ଧାର୍ଯ୍ୟ ହୋଇଛି । ତେବେ କାହିଁକି ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିଲା ? ତାହା ଏବେ ବଡ ପ୍ରଶ୍ନବାଚି ା

Leave a Reply

Your email address will not be published. Required fields are marked *