ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ୍ ବଣ୍ଟନ

ବଣାଇଗଡ: (ଲୋକନାଥ ସାମଲ) ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ରେ,ଦମାଳୁ,ବରସୁଆଁ, ଶସ୍ୟକଳା ଇତ୍ୟାଦି ଗ୍ରାମର ୫୦ରୁ ଉର୍ଦ୍ଧ ହିତାଧିକାରୀ ମାନଙ୍କୁ ଚୟନ କରାଯାଇ, ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନାରେ, ଖୁଣ୍ଟଗାଁର ଏଚ୍ ପି ବିତରକ ଦିଲିପ ପ୍ରଧାନ କଂ ସହଯୋଗୀତାରେ ଉପଭୋକ୍ତାକୁଂ ମାଗଣାରେ ଗ୍ୟାସ୍ ସିଲିଣ୍ଡର୍ ଏବଂ ଚୁଲ୍ଲା ବଣ୍ଟନ କରାଯାଇଥିଲା I ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶସ୍ୟ କଳା ସରପଞ୍ଚ ସୁଶିଳା ଟପୋ, ବିଜେପି ଜିଲ୍ଲା ସମ୍ପାଦକ ବାଗୁନ ଗାଗରାଇ, ତଥା ଅନ୍ୟାନ୍ୟ ନେତୃମଣ୍ଡଳୀ ଯୋଗଦେଇ ଗ୍ୟାସ୍ ସିଲିଣ୍ଡର୍ ବଣ୍ଟନ କରିଥିଲେ I

Leave a Reply

Your email address will not be published. Required fields are marked *