ଘାଟରୁ ମିଳିଥିଲା ଚପଲ ଓ ଡ୍ରେସ୍

କଳାହାଣ୍ଡି : ନଦୀ ସ୍ରୋତରେ ଭାସି ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ । କଳାହାଣ୍ଡି କୁକେଲକୁବରୀ ରେତ ନଦୀ ସ୍ରୋତରେ ଭାସିଯାଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୩ ବର୍ଷୀୟ ଦୀପିକା କରୁଆ । ପୁରୁଣା ପଡା ଘାଟରେ ଗାଧାଉଥିବା ବେଳେ ଭାସିଯାଇ ଥିଲେ । ଘାଟରୁ ମୃତ ନାବାଳିକାଙ୍କ ଚପଲ ଓ ଡ୍ରେସ୍ ଦେଖି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା ।

Leave a Reply

Your email address will not be published. Required fields are marked *