ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ ରେ ଭାରତ ବନ୍ଦ ଡାକରା

ବଣାଇଗଡ:( ଲୋକନାଥ ସାମଲ)
ବଣାଇ: ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଆକାଶ ଛୁଆଁ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ସହିତ କ୍ରମାଗତ ଭାବେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି ତଥା କୃଷକ ମାନଙ୍କ ର ବିଭିନ୍ନ ସମସ୍ୟା କୁ ଦୃଷ୍ଟିରେ ରଖି ଆଜି ବଣାଇ ବିଧାୟକ ଶ୍ରୀ ଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ନେତୃତ୍ବରେ ସିପିଆଇ (ଏମ), ସଂଯୁକ୍ତ କିଷାନ ମୋର୍ଚ୍ଚା, ସିପିଆଇ ଟ୍ରେଡ୍ ୟୁନିୟନର ମିଳିତ ସହଯୋଗରେ ଆଜି ବଣାଇ ଉପଖଣ୍ଡ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ବଜାର , ଯାନବାହାନ ଚଳାଚଳ କୁ ଶତାଧିକ କର୍ମୀ ମାନେ ପିକେଟିଂ କରି ବନ୍ଦ କରି ଥିବାର ଦେଖିବାକୁ ମିଳୁଅଛି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ କଂ ଦ୍ଵାରା, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *