ନବରଙ୍ଗପୁର, ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତରଗତ ଅଞ୍ଚଳଗୁମା ପଞ୍ଚାୟତ ଚିତ୍ରକୋଟ୍ ଗ୍ରାମବାଶୀ ଏବେ ଚିନ୍ତାରେ,।
ନଳକୁପ ରୁ ବର୍ଜ୍ୟ ପାଣି ଜିବାକୁ ନହିଁ ସୁବିଧା, ନଳକୁପ ରୁ ବର୍ଜ୍ୟ ପାଣିଜିବା କୁ ନହିଁ ନିଷ୍କାସନ ନାଳ , ଗ୍ରାମ ବାସୀ କହିଛନ୍ତି ଅଭିଯୋଗ ,ନଳକୁପ ସଫା ନଥିବା କାରଣରୁ ପିଇବା ପାଣିବି ହଉଛି ଦୂଷିତ, ରାସ୍ତା ଉପରେ ପାଣି ଜମାରହିବା କାରଣରୁ ଡେଙ୍ଗୁ, ମେଲେରିଆ ହଇଜା ଭଳି ମାରାତ୍ମକ ରୋଗ ହୋଇପାରେ ବଲି ଆଶଂକା ରେ ଅଛନ୍ତି ଲୋକେ, ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରଶାରଣ ହେତୁବି ଷରପଞ୍ଚ ଶୁଣିକି ଅଣଶୁଣା କରୁଛନ୍ତି,
ଶେହି ରାସ୍ତାଦେଇ ଶରପଞ୍ଚ ଦିନକୁ ପାଞ୍ଚ,ଛଅ,ଥର ଜାଆଆଶ୍ କରୁଥିବା ବେଳେ କେମିତି ପଡୁନି ନଜର, ନିର୍ବାଚନ ସମୟରେ ମିଛ ପ୍ରତିଶୃତି ରେ ଶିକାର ହେବାକୁ ପଡିଛି ବୋଲି ଆସିଛି ସଂଗୀନ ଅଭିଯୋଗ, ଜଥା ଶୀଘ୍ର କାମ ନହେଲେ ପଞ୍ଚାୟତ ରେ ଜାଇ ଧାରଣା ଦେବୁ ବଲି କହୁଛନ୍ତି ଗ୍ରାମ ବାଶି,।
