ନଦୀ ବ୍ୟାରେଜରୁ ବିଶାଳ ଅଜଗର ଉଦ୍ଧାର

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ବିରୂପା ନଦୀ ବ୍ୟାରେଜ ବନ୍ଧରୁ ବିରାଟ ଅଜଗର ସାପ ଉଦ୍ଧାର। ବ୍ରିଜ୍‌ରେ ଦୀର୍ଘ ସମୟ ଧରି ଫସି ରହିଥିବା ଏକ ୧୫ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ଚୌଦ୍ୱାର ବନଖଣ୍ଡ କର୍ମଚାରୀ ତ୍ରିଲୋଚନ ବେହେରା ଓ ସ୍ନେକ ହେଲପ ଲାଇନ୍  ଟିମ୍‌ର ସଦସ୍ୟ ଶୁଭମ କୁମାର ପରିଜା ସାପଟିକୁ ଉଦ୍ଧାର କରିଥିଲେ ।  ଦୀର୍ଘ ସମୟ ଉଦ୍ୟମ କରିବା ପରେ ଅଜଗର ସାପକୁ ଧରିବାରେ ସଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *