ସାମ୍ବାଦିକା ଧାରଣା ଦ୍ବତୀୟ ଦିନରେ
ମାହାତ୍ମା ଗାନ୍ଦୀଙ୍କ ପୋଟ ଚୋରୀ କଲେ ସିମୁଳିଆ ପୁଲିସ
ସିମୁଳିଆ କଲେଜରେ ସାମ୍ବାଦିକା ସାବିତ୍ରୀ ବେହେରାଙ୍କୁ ର୍ଦୁବ୍ୟବହାର କରିବା ଘଟଣାରେ ସିମୁଳିଆ ଥାନାରେ ସାମ୍ବାଦିକାଙ୍କ ଧାରଣା ଆଜି ଦ୍ବତୀୟ ଦିନରେ ପହଞ୍ଚିଛି । ସିମୁଳିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସଂଜୟ ପରିଡା ଏବଂ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ଥିବା ଚୋରା ପୀରତି ଆଜି ସିମୁଳିଆ ଅଂଚଳରେ ଜଳ ଜଳ ହୋଇ ଦୃଶ୍ୟମାନ ହେଉଛି । ଯାହାଦ୍ବାରା କି ସିମୁଳିଆ ଆଇ ଆଇସି କଲେଜ ଅଧ୍ୟକ୍ଷଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ପ୍ରମାଣିତ କରୁଛି । ଏବଂ କଲେଜ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ଶକ୍ତି ବାହାରେ ଯାହା ଆଲୋଚନା ହେଉଛି । ହେଲେ ଆର୍ଶ୍ଚଯ୍ୟର କଥା ସାମ୍ବାଦିକ ମାନେ ଯେଉଁ ମହାତ୍ମା ଗାନ୍ଦୀଙ୍କ ତୈଳ ଫୋଠ ଟିକୁ ଧାରଣରେ ବସିଥିଲେ ସେହି ଫୋଟ ଟିକୁ ସିମୁଳିଆ ପୁଲିସ ଚୋରୀ କରିନେଇଥିବା ଜଣା ପଡିଛି । ଯାହା କଲେଜ ଅଧ୍ୟକ୍ଷଙ୍କ ଅଙ୍ଗୁଳି ନିର୍ଦ୍ଦଶରେ ଆଇ. ଆଇ. ସି ନାଚୁଛଥିବାର ପ୍ରମାଣିତ ହୋଇଛି । ଯଥା ସମ୍ଭବ କଲେଜ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ସାମ୍ବାଦିକ ମାନେ ରାଜ ରାସ୍ତାକୁ ଓଲାହିବା ସହିତ ଆଗାମି ଦିନରେ ଜିଲାପାଳ ଅଫିସ ଆଗରେ ଧାରଣା ବସିବାକୁ ଚେତାବନୀ ଦେଇଛନ୍ତି ।
