ରାୟଗଡ଼ା : ୬ ବର୍ଷର ଶିଶୁର ତଣ୍ଟିକାଟି ହତ୍ୟା ! ରାୟଗଡ଼ାରେ ଛଅ ବର୍ଷର ଶିଶୁକୁ ତଣ୍ଟିକାଟି ହତ୍ୟା ଅଭିଯୋଗ । କାଶୀପୁର ଥାନା ମାଣ୍ଡିବିଶିରେ ଘର ପଛପଟେ ବୀଭତ୍ସ ହତ୍ୟା । ଏ ନେଇ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ତନାଘନା ଆରମ୍ଭ କରିଛନ୍ତି ।
Your email address will not be published. Required fields are marked *
Comment *
Name *
Email *
Website