ପଦାରେ ପଡିଲା ବିଜେପିର ଫାଲତୁ ରାଜନୀତି : ଲୋକ କହିଲେ ଫଟ ଉଠେଇବାକୁ ବିଜେପି ନେତା ହଙ୍କ ହଙ୍କ

ସୋର : ଛି ଛି ଧ୍ବନିରେ କମ୍ପି ଉଠିଲା ବାଗୁଡି ଆଙ୍ଗୁଳା ଛକ , ବିଜେପି ନେତାଙ୍କ ଫଟା ମାମୁଲତଲକାର ପରେ ଉଭାନ ହେବାକୁ ନେଇ ସ୍ଥାନୀୟ ଲୋକ ଘୃଣା କରି କହିଲେ ଛି ଛି। ରାସ୍ତାରେ ଟ୍ରକ ଜିବ ରାସ୍ତାତ କେବଳ ଷଣ୍ଢ ଶୋଇବା ପାଇଁ ନୁହଁ। କିନ୍ତୁ ଟ୍ରକ ବାଲା ରାସ୍ତାକୁ ନିଜ ପୈତୃକ ସମ୍ପତି ନଭାବନ୍ତୁ ଅବଶ୍ୟ ସେମାନେ ଅଧିକ କର ଦେଉଛନ୍ତି। ତେବେ ଯାହାବି ହେଉ ଗତ କାଲି ରାତିରେ ଘଟଣା ଘଟିଛି ୩ଟା ଷଣ୍ଡକୁ ବାଗୁଡି ଆଙ୍ଗୁଳା ଛକରେ ଟ୍ରକ ଧକ୍କା ଦେଇକି ମାରି ଦେଇଛି। ସେଥିପାଇଁ ଗ୍ରାମବାସୀ ଦୁଖିତ ଆମେବି ଦୁଖିତ ସେ ଷଣ୍ଡ ମାନେ ବହୁତ କଲ ବଲ ହୋଇ ମୃତ୍ୟୁବରଣ କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଏଠି କୁହାଯାଇପାରେ ଟ୍ରକ ବାଲାର ଯେତିକି ଦୋଷ ଷଣ୍ଡକୁ ଯିଏ ଛାଡିଛି ତାର ସେତିକି ଦୋଷ ଏଥିରେ ସନ୍ଦେହ ନାହିଁ। କିନ୍ତୁ ବିଜେପିର ହାରୁନେତା ରାକେଶ ମଲ୍ଲିକ ଆଉ ଜଣେ ବିଜେପିର ଲୋକାଲ ନେତା ଇଶ୍ବର ବେହେରା ଓ ଅର୍ଜୁନ ସେଠିଙ୍କ ପୁଅ ଅଭିମନ୍ୟୁ ସେଠି ରାଜନୀତି କରିବାକୁ ସେଠାରେ ଯେମିତି ପହଞ୍ଚିଲେ ସତେକି ଟ୍ରକ ବାଲା ଗୁଡାକ ଫାସି ପାଇଜିବେ। ଯେମିତି ଫଟ ଉଠା ସରିଲା ଆଉ ଏଗୁଡାକଙ୍କର ଦେଖା ନାହିଁ। ଠିକ୍ ଆଲୋଚନା ବେଳେ ଲୋକ ଖୋଜିଲା ବେଳକୁ ବାବୁ ଫେରାର , ଗାଁ ଲାେକ କୁହନ୍ତି ଶୀକାର ବେଳେ କୁତା ଫେରାର। ଏଇ ଭଳି ବିଜେପି ନେତାଙ୍କୁ ସୋର ଲୋକ ଭରଶା କରିପାରୁ ନାହାନ୍ତି , ଏ କୁଆଡେ ପ୍ରେଜେଣ୍ଟ ପକା ନେତା। ରାକେଶ ମଲ୍ଲିକିଙ୍କ ଛାତି ଜେମିତି ଫାଟି ଯାଉଥିଲା ଇଏ ସତକେ ରାସ୍ତାର ସବୁଲୁଲା ସଣ୍ଢଙ୍କୁ ନେଇ ଘରେ ରଖିଦେବେ !  ଏଇଥି ପାଇଁତ ଲୋକ କହିଲେ ଲଜ୍ୟା ଘୋର ଲଜ୍ୟା। ଜାହାବି ହେଉ ଆଙ୍ଗୁଳା ଲୋକ ଦେଖିଲେ ଆଉ କହିଲେ ବିଜେପିର ହାରୁ ପ୍ରାର୍ଥିଙ୍କ ଫଟଉଠା ରାଜନୀତି ଆମ ଉପରେ ତିଛି ପ୍ରଭାବ ପକାଇବନି ନେତା କେହି ଭଲ ନୁହଁନ୍ତି ତାଙ୍କ ଉପରଟା ଯାହା ଭିତରଟା ସେଇଆ ନୁହଁ। ଅର୍ବିଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ କହିଲେ ବେଆଇନ ଖଣି ଚାଲିଛି ା ଆପଣଙ୍କ ବାପା ସାଂସଦ ଥିବା ବେଳେ ଅଧୀକ ବେଆଇନ ଖଣିଚାଲିଥିଲା ା ହାରିଥିବା ସାଂସଦ ପ୍ରାର୍ଥୀ ଯାଣିଛନ୍ତିତ ଗ୍ରିନ୍ ଟ୍ରିବୁନାଲ କଉସରକାରଙ୍କ ଅଧିନରେ ? ବାଗୁଡି ଖାଦାନ ବାବଦରେ ଭାରତର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ କେତେଥର ଲେଖିଲେଣି ? ଆପଣ ଏବଂ ଆପଣଙ୍କ ନେତା ମାନଙ୍କର ମିଛ ଢାଉକିଆ ରାଜନୀତି ସମସ୍ତଙ୍କୁ ଜଣା। ବିଜେପିର ରାଜେନ୍ଦ୍ର ନାୟକ ଅଖିଳ ଜେନା କିଏ ? କେତୁଟା ଖାଦାନ ଅଛି ସେମାନଙ୍କର ? ବୈଜୟନ୍ତ ପଣ୍ଡା କଉ ଦଳର ? ବାଗୁଡିରେ ଇମ୍ଫା କଣ କରୁଛି ? ଲୋକ ବିଚାର କରିବେ ତୁମ କଙ୍କଣ ବେପାରି ବୁଦ୍ଧି ଚଳିବନି। ଲୋକତ ବିଚାର କରିବେ ଆମେ ଜାହାଦେଖିଲୁ ତାହା ଲେଖିଲୁ ବାସ ା

Leave a Reply

Your email address will not be published. Required fields are marked *