ବିନା ଦରମାରେ ୯୦ଶତକଡା ସରପଞ୍ଚ କୋଟିପତି , ମାଇପର ଘଇତା କମ ପଞ୍ଚାୟତର ଘଇତା ଅଧିକ ଦେଖଉଛନ୍ତି କିଛି ଦଲାଲ

 

ଏଥର ଲଢେଇ ଜୋରଦାର  , ନେତା ରେଡି , ଦଳ ରେଡି , ମାଲବି ହାଉ ଯାଉ I ଏକଥା କାହାକୁବା ଅଛପା ପଞ୍ଚାୟତ ନିର୍ବାଚନ ଆସିଲେ ଚାହା ଦୁକାନଠୁ ଗାଁ ଛକ ସବୁଠି ନେତା ତଥା ତାଙ୍କ ଚେଡି ଚାମଚାଙ୍କ ଗାଲୁଆମି ଶୁଣିବାକୁ ମିଳେ I ୫ରୁ ୧୦ ଶତକଡା ସରପଞ୍ଚଙ୍କୁ ଛାଡିଲେ ଆଉ ପ୍ରାଏ ସରପଞ୍ଚ କମ ଠିକାଦାର , କିଏ କିଏତ ମାଇପଙ୍କୁ ସରପଞ୍ଚକରି ନିଜେ ମାଇପଙ୍କ ଘଇତା କମ ପଞ୍ଚାୟତରେ ଅଧିକ ଘଇତା ଗିରି ଦେଖାନ୍ତି I ତେବେ ସେଇ ସରପଞ୍ଚକମ ଠିକାଦାର ମାନେ ୫ବର୍ଷ ସରପଞ୍ଚ କାର୍ଯ୍ୟକାଳ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି କିନ୍ତୁ ସାଧାରଣ ଲୋକ ବୁଝି ପାରନ୍ତିନି I ଏମିତିବି ଇଂଗ୍ରେଜ ମାନଙ୍କ ସମୟରୁ କିଛି ଲୋକ ଗୁଲାମି କରିବା ତାଙ୍କ ରକ୍ତରେ ରହିଯାଇଛି ସେମାନେ ଗୁଲାମି କରିବାକୁ ପସନ୍ଦକରନ୍ତି I ସେଇ ଗୁଲାମ ବା ଗାଁ ଟାଉଟରଙ୍କ ପାଇଁ ଏଇ ସରପଞ୍ଚକମ ଡକାୟତ ମାନେ ପ୍ରଭାବ ଶାଳୀ ହୁଅନ୍ତି ଏବଂ ସାଧାରଣ ଲୋକଙ୍କୁ ଲୁଟ କରିବାରେ ସଖ୍ୟମ ହୁଅନ୍ତି I ୨୫୦ଟଙ୍କା ଭତ୍ତାରେ ଇଏ ହାରାମି ସରପଞ୍ଚକମ ଡକାୟତ ଗୁଡା କେମିତି କୋଟିପତି ହୁଅନ୍ତି ସେକଥା କେହି ପଚାରିଛନ୍ତି I ହାତଗଣତି କିଛି ସରପଞ୍ଚଙ୍କୁ ଛାଡିଲେ ଆଉ ପ୍ରାଏ ସରପଞ୍ଚ ସରପଞ୍ଚହେବା ପରେହିଁ ଘର ଦ୍ବାର ଜାଗାବାଡି କିଣି ମାଲେ ମାଲଲହୁଅନ୍ତି I ଏମିତିବି ଖବର ଅଛି ବହୁ ସରପଞ୍ଚ ଭୁବନେଶ୍ବରରେ ଫ୍ଲାଟ କିଣି ସେଠି ରହି ମଉଜୁ ମଜଲିସ କରନ୍ତି , ତାହାଲେ ଯାଣିବା , କେମିତି କରନ୍ତି ସରପଞ୍ଚ ମାନେ ଡକାୟତି ? ବ୍ଲକରେ ଜେଉଁ କାମ ପଞ୍ଚାୟତକୁ ଦିଆଯାଏ ତାହା ଟେଣ୍ଡର ହୁଏ ନାହିଁ , ଜେଇ ମାନଙ୍କ ନାମରେ କାମ ହୁଏ , ଯାହାକୁ ସରପଞ୍ଚ ମାନେ କାମ କରିଥାନ୍ତି , ଆଉ ମନଇଛା ଲୁଟକରି କୋଟିପତି ହୁଅନ୍ତି ଅବଶ୍ୟ ଏଥିରେ ବଡ ବାବୁ ମାନଙ୍କ ଭୁମିକା ରହେ I ତେବେ ସେଇ ଡକାୟତ ସରପଞ୍ଚ ମାନଙ୍କ ପାଖରୁ ୫୦୦ଟଙ୍କା ନେଇ ଭୋଟ ଦେବେକି ନଦେବେ ସେ କଥା ବିଚାର ଏବେ ସାଧାରଣ ଲୋକ କରିବା ଦରକାର ନହେଲେ ନେଡିଗୁଡ କହୁଣିକୁ ବହିଜିବ , ଆଉ ପୁଣି ୫ବର୍ଷ ସରପଞ୍ଚ କମ ଡକାୟତଙ୍କ ନିର୍ଜାତନାରେ ସାଧାରଣ ଲୋକ ଛଟପଟ ହେବେ ଆଉ ସେମାନେ କାେଠା ବାଡି ଫ୍ଲାଟ କିଣି ମାଲେ ମାଲ ହେବେ I

Leave a Reply

Your email address will not be published. Required fields are marked *