ଜରୁରିକାଳୀନ ସହାୟତା ନମ୍ବର ୧୧୨

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ବଦଳିଛି। ପୂର୍ବରୁ ରାଜ୍ୟବାସୀ ଜରୁରୀ ଆବଶ୍ୟକତା ସମୟରେ ପୁଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ। ଆଜିଠାରୁ ସେହି ନମ୍ବର ପରିବର୍ତ୍ତନ କରାଯାଇ ‘୧୧୨’ କରାଯାଇଛି। ଏଣିକି ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ଜରୁରି ସମୟରେ ପୁଲିସର ସହାୟତା ଲୋଡିପାରିବେ। ଅଗଷ୍ଟ ୨୪ ତାରିଖ ଠାରୁ ଏହି ନୂଆ ନମ୍ବର କାର୍ଯ୍ୟକାରୀ କରାଯାଇଛି।

Leave a Reply

Your email address will not be published. Required fields are marked *