ବାହାନଗା : ବାହାନଗା ବ୍ଲକ୍ ରେ ବାଟବଣା ହୋଇଛି ସରକାରଙ୍କ ଗୋହାଳଘର ଯୋଜନା ? ସରକାଙ୍କ ଆଇନ୍ କୁ ଫୁ କରି ଗୋରୁ, ଛେଳିନଥିବା ଚାମଚାଙ୍କୁ ମିଳିଲା କେମିତି ଗୁହାଳ ଘର ? ସରକାର ଲୋକ ମାନଙ୍କ ହିତ ସାଧନ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରି ଗାଲୁପେଲୁଥିବା ବେଳେ ବାହାନଗା ବ୍ଲକରେ ନିୟମ ଫିଅମକୁ ବାଳ ବୋଲି ଖାତିର ନାହିଁ । ସରକାର ଙ୍କ ଗାଇଡ଼ ଲାଇନ ଠାରୁ ଅଧିକ ଥିବା ଗୋରୁ,ଛେଳି ଓ କୁକୁଡ଼ା ଥାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଏବଂ ଅଯୋଗ୍ୟ ହିତାଧିକାରୀଙ୍କ କିଛି ନଥାଇ ମାଇପର ଧରମ ଡ୍ୟାସ ଭଳି କିଏ ଦେଇଛି ଗୋହାଳଘର ା ପୂର୍ବ ରୁ ହିତାଧିକାରୀ ମାନଙ୍କୁ ମନେରେଗା,ରେସନ ସାମଗ୍ରୀ ବଣ୍ଟନ,ଆବାସ ଯୋଜନା ଓ ପାଇଖାନା ବଣ୍ଟନ ରେ ଅନିୟମିତତା ଥିବାର ଅଭିଯୋଗ ଥିବା ବେଳେ ଏବେ ଗୁହାଳ ଘର ବଣ୍ଟନ ର ପାତର-ଅନ୍ତର ଧୀରେ ଧୀରେ ସାମ୍ନାକୁ ଆସୁଛି । ଅନୁସନ୍ଧାନ ରୁ ଜଣାଯାଏ ବ୍ଲକ ର କିଛି ଭାଡୁଆ କର୍ମଚାରୀ, କିଛି ତଳଟେକା ରାଜନେତା , ନିଜ ନାମରେ ଗୋହାଳ ଘର କରି ନେଇଛନ୍ତି ା ବିଡିଓ ସାହେବ ଆପଣ ଏ ବାବଦରେ ଯାଣିଛନ୍ତିକି ନାହିଁ ଆମେ ଯାଣିନୁ ଜଦି ନଜାଣିଛ ଜାଣିକି ତଦନ୍ତ କର ନହେଲେ ଲୋକ ତୁମକୁ ଚୋର କହିବେ ା ବାପ ମା ବହୁକଷ୍ଟରେ ପାଠ ପଢେଇ ବିଡିଓ କରିଛନ୍ତି ଲୋକଙ୍କ କାମ କର ଆର୍ଶିବାଦ ମିଳିବ ନହେଲେ ଅଭିଶାପ ପାଇ ହତ ସନ୍ତ ହେବ ା ଆଉ ରହିଲା ସେ କୁଜିନେତା କଥା ଦଶାଭଲ ଫେରା ନହେଲେ ତୁତ ତୁ ତ ନନା ଆସିକି ଫେରେଇବ ା
