thebreakingnewsonly: ଡିସେମ୍ବର୨୬ ତାରିଖ ରୁ ଅହରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ମାନେ । ୧୩ଦଫା ଦାବି ରେ ଭୁବନେଶ୍ୱର ରେ ଧାରଣାରେ ବସିଛନ୍ତି। ସମାନ କାମକୁ ସମାନ ଦରମା , ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ଆନ୍ଦୋଳନ ଜାରି ରହିବ କହିଛନ୍ତି ସମ୍ପାଦିକା ।
