୮ ଜଣ ଗିରଫ, ୮ ଲକ୍ଷ ଜବତ

ବ୍ରହ୍ମପୁର : ବାରମ୍ବାର ଚଢାଉ ସତ୍ତ୍ବେ ଥମୁନାହିଁ ଆଇପିଏଲ ବେଟିଂ । ବ୍ରହ୍ମପୁରରେ ପୁଣି ଆଇପିଏଲ ବେଟିଂ ଚାଲିଥିବା ବେଳେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । କିଙ୍ଗପିନ୍ ଜଗନ୍ନାଥ ଚୌଧୁରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏହାସହ ୧୧ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *