ମୟୂରଭଞ୍ଜ ଉଦଳାରୁ ଆସିଲା ସାଂଘାତିକ ଅଭିଯୋଗ, ଅଭିଯୁକ୍ତଙ୍କୁ ପିଟି ପିଟି ମାରି ଦେଲା ପୋଲିସ

ମୟୂରଭଞ୍ଜ : ପିଟି ପିଟି ମାରି ଦେଲା ପୋଲିସ । ମୟୂରଭଞ୍ଜ ଉଦଳାରୁ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୁକ୍ତର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗତ ଜାନୁଆରୀ ମାସରେ ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ କରିନେଇଥିଲେ ଲୁଟେରା ।

Leave a Reply

Your email address will not be published. Required fields are marked *