ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ସକାଳ ୮ଟା୧୪ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୦ ରେକର୍ଡ଼ କରାଯାଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି।