କଟକ : କଟକର ସହିଦ୍ ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯକ୍ରମରେ ସୁଭାଷ ସିଂ ଙ୍କ ସମେତ ୫୯ ଟି ୱାର୍ଡ ର କର୍ପୋରେଟରମାନେ ଶପଥ ଗ୍ରହଣ କରିଛନ୍ତି ।
ଉକ୍ତ କାର୍ଯକ୍ରମରେ କଟକର ଜିଲ୍ଲାପାଳ ଭବାନୀଶଙ୍କର ଚୟିନି, କମିଶନର ଅନନ୍ୟା ଦାସ ଓ ରାଜ୍ୟ କମିଶନର ଅଧିକାରୀ ଉପସ୍ଥିତ ଥିଲେ ।
Your email address will not be published. Required fields are marked *
Comment *
Name *
Email *
Website