ଭୁବନେଶ୍ୱରରେ ମିଳିଲା ନରକଙ୍କାଳ

ଭୁବନେଶ୍ୱର : ଅଖା ବସ୍ତାରେ କଙ୍କାଳ । ରାଜଧାନୀ ଭୁବନେଶ୍ୱରରେ ଏକ ଅଖା ବସ୍ତାରୁ କଙ୍କାଳ ମିଳିଥିବା ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ଅଞ୍ଚଳରୁ ମିଳିଛି ଏହି କଙ୍କାଳ । ନର କଙ୍କାଳକୁ ନେଇ ବଢ଼ିଲା ସନ୍ଧେହ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ୫ଟି କଙ୍କାଳ ମିଳିଥିବା ସୂଚନା ରହିଛି । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *