ବିଜେଡି ବଦନାମ ସୁଧାଂଶୁ ପାଇଁ , ବାଲେଶ୍ବରରେ ବାଟହୁଡୁଛି ବିଜେଡି , ବିଧାୟକଙ୍କ ପଛରେ କୋର୍ଟ ନୋଟିସ , ଆଇନ ତିଆରି କରୁଥିବା ଲୋକକୁ ଆଇନର ସମନ , ଗୋଟେ ପଟେ ନବିନ ପଟ୍ଟନାୟକ ଚାପୁଡ ମାରିଲେ ବିଧାୟକଙ୍କୁ ନିଲମ୍ବିତ କରୁଥିଲା ବେଳେ , ଆଉ ଗୋଟେ ପଟେ ମାମଲା ପରେ ମାମଲା ହେଉଥିଲେବି ସୁଧାଂଶୁ ସୁରଖିତ , କାହିଁକି ସୁଧାଂଶୁକୁ ସୁରଖ୍ୟା ? ପାଣ୍ଡିଆନଙ୍କ ସୁରଖ୍ୟାରେ ସୁରଖିତ ନା ନବିନଙ୍କ ଅଜାଣତରେ ସୁରଖିତ ? ବାଲେଶ୍ବର ଜିଲ୍ଲା ରେମୁଣା ବିଜେଡି ବିଧାୟକ ସୁୁଂଧାଶୁ ଶେଖର ପରିଡାଙ୍କୁ ବାଲେଶ୍ବର SDJM କୋର୍ଟରୁ ଗତ ୦୨/୯/୧୯ ରିଖରେ ନୋଟିସ ହୋଇଥିଲା I ତେବେ ରେମୁଣାର ତନୟ ମହାନ୍ତି ନାମକ ଜଣେ ଯୁବକ ରେମୁଣା ବିଧାୟକଙ୍କ ମାଲିକାନାରେ ଥିବା ନିଗାମାନନ୍ଦ ଆସୋସିଏଟର ନାମକ ଏକ କୃଷି ଯନ୍ତ୍ରାଂଶ କମ୍ପାନିରୁ ଏକ ହାରବେଷଟର କିଣିବା ପାଇଁ ୬ଲକ୍ଷ ଟଙ୍କା ଦେଇଥିଲେ । ହେଲେ କୌଣସି ମେସିନ ନଦେବା ସହିତ ନେଇଥିଵା ଟଙ୍କା ମଧ୍ୟ ଫେରାଇ ନଥିଲେ , ପରେ ଏହାକୁ ନେଇ ତନୟ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ତେବେ ଆସନ୍ତା୨୧/୧୦/୨୧ରିଖରେ ବାଲେଶ୍ବର SDJM ସୁଧାଂଶୁଙ୍କୁ କୋର୍ଟରେ ହାଜର ହେବାକୁ ନେଇ ନୋଟିସ କରିଛନ୍ତି। ତେବେ ସୂଚନା ଥାଉକି ପୂର୍ବରୁ ମଧ୍ୟ ଉକ୍ତ କମ୍ପାନିରୁ ଚାଷିଙ୍କ ସବସିଡି ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଦେଖିବାକୁ ବାକିରହିଲା ନବିନପଟ୍ଟନାୟକଙ୍କ ଆଇନ ତା ବାଟରେ ଯାଉଛି ନା ଅବାଟରେ ଯାଇ ବାଟହୁଡୁଛି I ଆଉ ଗଣ୍ଡା ଗଣ୍ଡା ମାମଲା ଗଡୁଥିବା ବିଧାୟକ ଏମିତି ମସଗୁଲ ହୋଇ କଳାକାରନାମା ଚଳାଉଛନ୍ତି
