୨ ଯୁବକ ଆହତ

ଚୌଦ୍ବାର : କଟକ ଟାଙ୍ଗି ହରିଅନ୍ତା ଗଡ଼ା ନିକଟରେ ଦୁର୍ଘଟଣା । ଅସାବଧାନତା ଯୋଗୁଁ କେନାଲକୁ ଖସିଲା ମୋଟର ସାଇକେଲ । ବାଇକ୍ ରେ ଥିବା ୨ ଯୁବକ ଆହତ ହୋଇଛନ୍ତି । ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତ କରାଯାଇଛି । ୨ ଜଣ ଯୁବକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ।

Leave a Reply

Your email address will not be published. Required fields are marked *