ବାଲେଶ୍ବର :ମା-ପୁଅଙ୍କ ଉପରେ ଚଢିଗଲା ଟ୍ରକ

ନୀଳଗିରି ୨୪/୦୮ : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ କମ୍ଭାରପାଳ ନିକଔଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମା-ପୁଅଙ୍କ ଉପରେ ଚଢିଗଲା ଟ୍ରକ । ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *