ଏକ୍ସପାରେ ମେଡ଼ିସିନ ଖାଇ ୩ ଶିଶୁ ଗୁରୁତର । ଘର ନିକଟରେ ପଡିଥିବା ମେଡ଼ିସିନ ଖାଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମର ୩ ଶିଶୁ ଗୁରୁତର , କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
Your email address will not be published. Required fields are marked *
Comment *
Name *
Email *
Website