ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ ପୂର୍ବ ଅନ୍ଧେରୀର ମରଲୋ ସ୍ଥିତ ସରକାରୀ ହସ୍ପିଟାଲ୍‌ରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମୁମ୍ବାଇ: ପୂର୍ବ ଅନ୍ଧେରୀର ମରଲୋ ସ୍ଥିତ ସରକାରୀ ହସ୍ପିଟାଲ୍‌ରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛନ୍ତି। ସେହିପରି ଉଦ୍ଧାରକାରୀ ଦଳ ହସ୍ପିଟାଲ୍‌ ମଧ୍ୟରେ ଚିକିତ୍ସିତ ହେଉଥିବା ୧୪୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏବେ ବି ହସ୍ପିଟାଲ୍‌ ମଧ୍ୟରେ କିଛି ରୋଗୀ ଏବଂ କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ ଏହି ହସ୍ପିଟାଲ୍‌ରେ ୧୬୦ ଜଣ ରୋଗୀ ରହିଥିବା ବେଳେ ସେମାନଙ୍କ ସମ୍ପର୍କୀୟ ଏବଂ କର୍ମଚାରୀ ରହିଥିଲେ। ଜଣେ ୨ ମାସର ଶିଶୁ ରହିଛନ୍ତି। ସେହିପରି ଉଦ୍ଧାରକାରୀ ଦଳ ହସ୍ପିଟାଲ୍‌ ମଧ୍ୟରେ ଚିକିତ୍ସିତ ହେଉଥିବା ୧୪୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏବେ ବି ହସ୍ପିଟାଲ୍‌ ମଧ୍ୟରେ କିଛି ରୋଗୀ ଏବଂ କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ ଏହି ହସ୍ପିଟାଲ୍‌ରେ ୧୬୦ ଜଣ ରୋଗୀ ରହିଥିବା ବେଳେ ସେମାନଙ୍କ ସମ୍ପର୍କୀୟ ଏବଂ କର୍ମଚାରୀ ରହିଥିଲେ।

Leave a Reply

Your email address will not be published. Required fields are marked *