ଭୁବନେଶ୍ୱର ପଥର ବନ୍ଦ ବସ୍ତି ରେ ସିରିଜ ବୋମା ମାଡ଼ ହୋଇଛି।ଗୋଟାଏ ଘର ଉପରକୁ ଏକାଧିକ ବୋମା ମାଡ଼ ହୋଇଛି।ବୋମା ମାଡ଼ ରେ କାହାର କିଛି କ୍ଷତି ହୋଇନଥିବା ଜଣା ପଡ଼ିଛି।ତେବେ ପୂର୍ଵ ଶତ୍ରୁତା ରୁଏହି ବୋମା ମାଡ଼ ହୋଇଥିବ ବୋଲି ଅନୁମାନ କରାଯାଉଛି।ଖବର ପାଇଁ ପୋଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
