ସେଣ୍ଟ ଯାଭିୟର୍ସ ସ୍କୁଲ ଖଣ୍ଡଗିରିର ବାର୍ଷିକ ଉତ୍ସବ ସମନ୍ୱୟ-2018 ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୧୯ ଓ ୨୦ ଦୁଇ ଦିନ ଧରି ଚାଲିବ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ହର ପ୍ରସାଦ ଦାସ । ତାଙ୍କ ଭାଷଣ ରେ ଛାତ୍ର ଛାତ୍ରୀ ମାନକୁ ନୀତିନିଷ୍ଟ ଜୀବନ ଗଠନ ପାଇଁ ପ୍ରେରଣା ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ସନମାନିତ କରାଯାଇଥିଲା।
