ଆନ୍ଧ୍ରପ୍ରଦେଶ ବିଜୟଗୁଡା ଠାରେ ଆସନ୍ତା ୨୨ ତାରିଖରୁ ୨୯ତମ ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ପକ୍ଷରୁ ବାଳକ ଓ ବାଳିକା ମିଶି ୩୦ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି l
Your email address will not be published. Required fields are marked *
Comment *
Name *
Email *
Website