ଓଡିଶା ଦୁର୍ନୀତି ସଂଙ୍ଘର୍ସ ମଞ୍ଚ ର 7ମ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଆଲୋଚନା ଚକ୍ର ରେ ଭାଗନେଲେ ଅପରାଜିତା ଷଡ଼ଙ୍ଗୀ , ନିରଞ୍ଜନ ପଟନାୟକ , ଖାରବେଳ ସ୍ବାଇଁ , ପଞ୍ଚାନନ କାନୁନଗୋ । ଉନ୍ମୋଚନ କରାଗଲା ସ୍ମରଣୀକା । ରଖିଲେ ନିଜର ସ୍ୱପ୍ନର ଓଡ଼ିଶା ର ଲକ୍ଷ୍ୟ।
Your email address will not be published. Required fields are marked *
Comment *
Name *
Email *
Website