ଭୁବନେଶ୍ୱର ଖଣ୍ଡଗିରି-କଳିଙ୍ଗ ଷ୍ଟୁଡିଓ ରାସ୍ତାର ନାକା ଗେଟ୍ ନିକଟରେ ଗାଧୋଇ ଫେରୁଥିବା ବେଳେ ମହିଳାଙ୍କ ଉପରେ ମାଡ଼ି ଗଲା ସ୍କର୍ପିଓ, ଘଟଣାସ୍ଥଳରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଲାରି ଗାଁର ଲାବଣ୍ୟ ସ୍ୱାଇଁ ମୃତ, ସ୍କର୍ପିଓକୁ ଜବତ କଲା ଖଣ୍ଡଗିରି ପୋଲିସ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
