ଭୁବନେଶ୍ୱର : ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତର କଂଗ୍ରେସର ପୁରୁଖା କର୍ମୀ ଜଗଦାନନ୍ଦ ବେହୁରା ଓ କେଦାର ବେହୁରା ନିଜ ସଂପର୍କୀୟଙ୍କ ସହିତ ବିଜେଡି ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ବାସଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।
Your email address will not be published. Required fields are marked *
Comment *
Name *
Email *
Website