ବାଲିଆପାଳ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ

ଆଗକୁ ନିର୍ବାଚନ ଥିବାରୁ ନେତା ଓ ଆଶାୟୀ ପ୍ରାର୍ଥୀ ମଧ୍ୟରେ ପ୍ରତିଯୋଗିତା ଦେଖା ଯାଇଛି
ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅରବିନ୍ଦ ବେହେରା ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ l
ସେ ଯଦି ନିର୍ବାଚିତ ହୁଅନ୍ତି ତେବେ ଆଗାମୀ ଦିନରେ ବସ୍ତାରେ ଶିକ୍ଷା,ଖାଦ୍ୟ,କୃଷି ବିକାଶ କରିବା ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ ,ବସ୍ତା ନିର୍ବାଚନ ମଣ୍ଡଳୀ କୁ ଆଗାମୀ ଦିନରେ ସବଡ଼ିଭିଜନ କରିବା,ବସ୍ତା ଓ ବାଲିଆପାଳ ହସ୍ପିଟାଲର ଆଧୁନିକ କରଣ ଓ ଡାକ୍ତରର ସମସ୍ୟା ଦୂର କରି ସହିତ ବସ୍ତାକୁ ଆଧୁନିକୀ କରଣ କରିବା ଲକ୍ଷ ରଖିଛନ୍ତି ।ସେ ଗତ 2009ରେ
ବିଜେପି ରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିଥିଲେ ।ଏବଂ ହାରିଥିଲେ ।କିନ୍ତୁ ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରୁଥିବାରୁ 2019 ରେ ପୁଣିଥରେ ବିଜେପିରୁ ପ୍ରାର୍ଥୀ ହେବାର ଲକ୍ଷ ରଖିଛନ୍ତି ।

Leave a Reply

Your email address will not be published. Required fields are marked *