ସମ୍ପ୍ରତି ପ୍ରଧାନମନ୍ତ୍ରୀ ଫେଲୋସିପ ନିମନ୍ତେ ହୋଇଥିବା ଚୟନ ପରୀକ୍ଷା ରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ବାୟୋଲୋଜିକାଲ ସାଇନ୍ସରେ ଉଚ୍ଚତ୍ତର ଗବେଷଣା ନିମନ୍ତେ ସମଗ୍ର ଭାରତ ବର୍ଷରୁ ମାତ୍ର ଦୁଇଜଣ ସଫଳତା ହାସଲ କରିଛନ୍ତି। ତନ୍ମଧ୍ୟରୁ ସୀମାଦ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ର ଗୌରବ ବଢାଇପାରିଛନ୍ତି।
