ପୁରୀରେ ଫୁଟିଲା ଗୁଳି ।

ପୁରୀରେ ଫୁଟିଲା ଗୁଳି । ଶରଧାବାଲିରେ ଆଜି ଏହି ଗୁଳିକାଣ୍ଡ ହୋଇଛି । ଏଥିରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି । ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଉପରକୁ ୩ ରାଉଣ୍ଡ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ପାରାକୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *