ପିସି ନାହିଁ ତ ଘର ନାହିଁ

ପାଟକୁରା ନିର୍ବାଚନ ମଣ୍ଡଳୀ ରେ ଗରଦପୁର ବ୍ଳକ୍ ର ପଞ୍ଚାୟତ ରେ ଥିଲାବଲାଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିନ୍ତୁ ଗରିବଙ୍କ ପାଇଁ ନାହିଁ। ପଚାରିଲେ ଶୁଣିବାକୁ ମିଳୁଛି ଗରିବଲୋକ ପିସି ବାବଦରେ 20 ହଜାର ଦେଇପାରିବେନି ତ ସେଥିପାଇଁ ବଡ ଲୋକ ଓ କୋଠାଘର ଥିଲା ବାଲାଙ୍କୁ ମିଳୁଛି ।ସେମାନେ ଆଗତୁରା 20 ହଜାରଦେଉଛନ୍ତି। ଆଉ ମଧ୍ୟ ଗରଦପୁର ବ୍ଳକ୍ ର ବିଭିନ୍ନ ପଞ୍ଚାୟତ ରେ ବାପ ,ପୁଅ,ଝିଅ,ସ୍ତ୍ରୀ ଓ ବୋହୁ ନାମରେ ଏଭଳି ଭାବରେ ବିନାପଲ୍ଲିସଭାରେ ଘର ପାଇଁ କାର୍ଯ୍ଯ ଦେଶ ଦିଆଯାଇଛି ଏଥିପାଇଁ ପ୍ରଶାସନ ହାତଟେକିଦେଇଥିବା ଚର୍ଚ୍ଚା ହେଉଛି!

Leave a Reply

Your email address will not be published. Required fields are marked *