ଓଡ଼ିଶାରନିମିଷା ଲାଡିଆ ଜିତିଲେ ଗ୍ରାଣ୍ଡପିକ୍ସ ଲିଟିଲ ମଡେଲ ଆର୍ଥ ଏବଂ ବେଷ୍ଟ ଫଟୋ ମଡେଲ ର ବିଜୟିନୀ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କେପଟାଉନ ସହରରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ବଡ଼ ହେଇ ଡାକ୍ତର ହେବାକୁ ଆଶା ରଖିଛନ୍ତି।
Your email address will not be published. Required fields are marked *
Comment *
Name *
Email *
Website