ବଣେଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ର ଆମରୂଢୀ ପୋଲ ନିକଟରେ ୧୨ ଚକିଆ ଟ୍ରକ ଓ ବାଇକ ର୍ଦୁଘଟଣାଗ୍ରସ୍ତ ।ବାଇକ ଚାଳକ ଘଟଣା ସ୍ଥଳରେ ମୃତ।ମୃତକ ଜୁନିଆନୀ ଗ୍ରାମର ସୁନୀଲ ମୁଣ୍ଡା(୨୬)।୧୨ ଚକିଆ ଗାଡ଼ି ନମ୍ବର OD 21 G 4281.
Your email address will not be published. Required fields are marked *
Comment *
Name *
Email *
Website