ହକି ବିଶ୍ବକପ ସମୟରେ ସମସ୍ତ କାର୍ଯ୍ୟକ୍ରମ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିବାରୁ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଧନ୍ୟବାଦ। ଆଜି ରାଜଧାନୀ ଶାନ୍ତି କମିଟି ତରଫରୁ ଆୟୋଜିତ ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା।
Your email address will not be published. Required fields are marked *
Comment *
Name *
Email *
Website